ପଦ୍ମପୁର ଉପନିର୍ବାଚନ : ବର୍ଷା ବରିହା ବିଜେଡି ପ୍ରାର୍ଥୀ

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ । ବର୍ଷାଙ୍କ ନାଁ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ।
ଉପନିର୍ବାଚନରେ ବିଜୟ ବରିହାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୟ ବରିହାଙ୍କ ବଡ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥି । ତେବେ ଏହା ସହିତ ଶ୍ରୀଯୁକ୍ତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ସିଂ ବରିହା, ରାଜୁ ଘିବେଲ,ମାଧବୀ ସିଂ ବରିହାଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡି ବର୍ଷା ବରିହା ଙ୍କୁ ପ୍ରାର୍ଥି କରିଛି ।

Share

Leave a Reply

Your email address will not be published. Required fields are marked *

5 + 20 =