ନକ୍ସଲ ଦମନ ପାଇଁ ଓଡିଶା ଆନ୍ଧ୍ର ପୁଲିସ ଏକାଠି

ଭୁବନେଶ୍ୱର–ନକ୍ସଲ ଦମନ ପାଇଁ ଓଡିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣୂୁ ବୈଠକ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି ।ଏହି ବୈଠକରେ ଓଡିଶା ଓ ଆନ୍ଧ୍ର ପୁଲିସ ଡିଜିଙ୍କ ସମେତ ୨ ରାଜ୍ୟର ଉଚ୍ଚ ପଦସ୍ଥ ଅଫିସର ମାନେ ଯୋଗ ଦେଇଛନ୍ତି । ଆନ୍ଧ୍ର ଓ ଓଡିଶା ମଧ୍ୟରେ ନକ୍ସଲ ମାନଙ୍କୁ ଦମନ କରିବାପାଇଁ ଉଭୟ ରାଜ୍ୟ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିବାପାଇଁ ବୈଠକରେ ଆଲୋଚନା ହୋଇଥିବା ପ୍ରକାଶ ।

Share

Leave a Reply

Your email address will not be published. Required fields are marked *

3 + eight =