ଚିନିରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନାହିଁ !

ଡାକ୍ତରଙ୍କ ପାଖକୁ ନଯାଇ ମଧ୍ୟ ଜଣେ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ତାହା ନିଜେ ଜାଣିପାରିବେ । ଅବଶ୍ୟ ଏକଥା ସତ୍ୟ ଯେ ମା’ ହେବା ପାଇଁ ସବୁ ମହିଳା ବ୍ୟସ୍ତ ହୁଅନ୍ତି ଆଉ ସେ ଖୁସିରେ ସାରା ପରିବାର ମଧ୍ୟ ଆନନ୍ଦରେ ବିଭୋର ହୋଇଉଠନ୍ତି । ଆସନ୍ତୁ ଜାଣିବା ଡାକ୍ତରଙ୍କ ପାଖକୁ ନଯାଇ ଆପଣ କିପରି ଗର୍ଭବତୀ ଅଛନ୍ତି କି ନାହିଁ ଜାଣିପାରିବେ ।
ବହୁତ ମହିଳା ଏଥିପାଇଁ ଏକ ପ୍ରେଗ୍ନେସୀ କିଟକୁ କିଣିଲା ବେଳେ ଲାଜ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ଜଣାଇବୁ ଯାହା ଦ୍ବାରା ଆପଣ ଘରେ ବସି ରୋଷେଇର ଏକ ସାମଗ୍ରୀ ଦ୍ବାରା ଗର୍ଭବତୀ ଅଛନ୍ତି ନା ନାହିଁ ଜାଣି ପାରିବେ।
ସର୍ବପ୍ରଥମେ ଆପଣ ଏକ ଡିସ୍ପୋଜଲ ଗ୍ଲାସ ନିଅନ୍ତୁ ସେଥିରେ ଚିନିର କିଛି ଦାନା ଏବଂ ନିଜର ସକାଳର ପ୍ରଥକ ୟୁରିନ ପକାନ୍ତୁ।
ଚିନି ମିଳେଇଯିବା ପରିବର୍ତ୍ତେ ଯଦି ଗୋଟିଏ ଯାଗାରେ ଜମା ହୋଇ ରହିଗଲା ତେବେ ଜାଣି ନିଅନ୍ତୁ ଯେ ଆପଣ ଗର୍ଭବତୀ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

9 − 7 =