ସଡକ ଦୁର୍ଘଟଣାରେ ୬ ମୃତ,ଜଣେ ଗୁରୁତର

ହରିୟାଣା ରିୱାଡି ଜିଲ୍ଳାରେ ଏକ ଅଭାବନିୟ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଅବସ୍ଥା ରହିଛି ।ମୃତକଙ୍କ ମଧ୍ୟରୁ ଦୁଇ ମହିଳା,୩ ପୁରୁଷଙ୍କ ସମେତ ଜଣେ ଶିଶୁ ରହିଛି ।ସୂଚନା ଅନୁଯାୟୀ –କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରି ଦୀଲ୍ଲିରୁ ଜୟପୁର ଯାଉଥିଲେ ହେଲେ ଜାତୀୟ ରାଜପଥ ନଂ ୮ ଉପରେ ଥିବା ବର୍ଡର ପାଖରେ ରବିବାର ସକାଳ ପ୍ରାୟ ୮ଟା ବେଳେ ଘଟିଛି ଏହି ଅଭାବନିୟ ଘଟଣା ।କାରଟି ନିୟନ୍ତ୍ରଣ ହରାଇ ଥିବାରୁ ଏହି ଦୁର୍ଘଣାଟି ଘଟିଛି ବୋଲି ସ୍ଥାନିୟ ଲୋକ କହିଛନ୍ତି ।ପୋଲିସ ଘଟଣାସ୍ଥଳେ ପହଂଚି ଘଟଣାଟିର ଅନୁସଦ୍ଧାନ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

eleven − one =