ଛତୁ ଖାଇବାର ଉପକାରୀତା

ଛତୁରେ କ୍ୟାଲୋରୀ, ପୋଟାସିଅମ, କାର୍ବୋହାଇଟ୍ରେଡସ ,ସୋଡିଅମ,ଭିଟାମିନ ଅନ୍ୟ ବହୁତ ପ୍ରକାର ନିଉଟ୍ରେଡସ ମିନେରାଲ ସବୁ ରହିଥାଏ ।
ଛତୁ ଖାଇବା ଦ୍ୱାରା ଆମ ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାରି ଥାଏ ଏବଂ ଭଲ କୋଲେଷ୍ଟ୍ରଲ ରହିଥାଏ । ଯାହା ଓଜନ କମ୍ କରାଇବାରେ ସାହାଯ୍ୟ କରାଇଥାଏ ।
ଛତୁ ଖାଇବା ଦ୍ୱାରା ଆମର ବ୍ଲଡପ୍ରେସର କମ୍ ହୋଇଥାଏ । ଏହା ଆମ ଶରୀରରେ ଭଲ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହା ପାଇଁ ଆମ ଏନର୍ଜି ବଢିଥାଏ । ଯାହାଫଳରେ ଆମକୁ କେତେବେଳେ ଥକା ଲାଗେ ନାହିଁ । ଛତୁ ଆଂଟିଅକ୍ସିଡେଂଟ, ଆଂଟିବାୟୋଟିକ ଓ ଆଂଟି ଏଜଗ୍ରୁପରେ କାମ କରିଥାଏ । ଛତୁ ଖାଇବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇଥାଏ ତଥା କ୍ୟାନସର,ଏନ୍ମିଆଁ, ହାଡଜାତୀୟ ରୋଗ, ହୃଦ୍ ରୋଗ, ବଦହଜମି ଓ ଅଲସର ପରି ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ଛତୁ ଖାଇବା ଦ୍ୱାରା ଆମ ମସ୍ତିଷ୍କ ଠିକ ଭାବରେ କାମ କରିଥାଏ । ତାସହ ଆମ ସ୍ମରଣଶକ୍ତି ବୃଦ୍ଧି କରିଥାଏ । ଏହା ତ୍ୱଚା ଏବଂ କେଶ ବଢେଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

Share

Leave a Reply

Your email address will not be published. Required fields are marked *

3 × 1 =