ଶୀତଦିନେ ଖାଆନ୍ତୁ ଅଣ୍ଡା, ସମାଧାନ ହେବ ଏହି ସବୁ ସମସ୍ୟା

ଶୀତଦିନେ ଖୁବ୍ କମ୍ ଝାଳ ବାହାରେ। ତେଣୁ ମାଂସପେଶୀକୁ ଫୂର୍ତ୍ତି କରିବା ପାଇଁ ସରୀରକୁ ଗରମ କରିବା ଭଳି ଖାଦ୍ୟ ଖାଇବା ଉଚିତ୍। ତେଣୁ ଏଥିପାଇଁ ଅଣ୍ଡା ଠାରୁ ଆଉ କୌଣସି ଭଲ ସମାଧାନ ନାହିଁ। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ ରହିଛି।

ଅଣ୍ଡା ପ୍ରୋଟିନରେ ଭରପୁର। ଏହାକୁ ଖାଇବା ଦ୍ଵାରା ଆପଣଙ୍କ ସ୍କିନ ଭଲ ରୁହେ।

ଶୀତଦିନେ ଅଳସପଣକୁ ଦୂରେଇ ରଖିବା ପାଇଁ ଅଣ୍ଡା ଖାଇବା ନିହାତି ଜରୁରୀ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଅଣ୍ଡାର ଧଳା ଆବରଣ ଖାଆନ୍ତୁ।

ଅଣ୍ଡାରେ କୈରୋଟିନାୟଡସ୍ ଆକି ପାଇଁ ଲାଭଦାୟକ। ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ବୃଦ୍ଧ ଅବସ୍ଥାରେ ଦୃଷ୍ଟିଶକ୍ତି ଭଲ ରୁହେ।

Share

Leave a Reply

Your email address will not be published. Required fields are marked *

5 × five =