ଆମ୍ବୁଲାନ୍ସରେ ଅକ୍ସିଜେନ ଅଭାବ

କୋରାପୁଟ—୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବା ଯୋଗୁ ଜଣେ ରୋଗୀର ଶୋଚନୀୟଭାବେ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜୟପାଟଣା ଗ୍ରାମର ଗଗନ ବାଗ ନାମକ ଜଣେ ଯୁବକ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପାଟଣାରୁ ଭବାନୀପାଟଣା ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାଟରେ ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଯିବା ଯୋଗୁ ଯୁବକଙ୍କର ମୃତ୍ୟୁ ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

4 × five =