ଘରୋଇ ଉପାୟରେ କେଶକୁ କରନ୍ତୁ କର୍ଲରଫୁଲ୍, ବହୁତ ଦିନ ଯାଏ …

ଯଦି ଆପଣ ଆପଣଙ୍କ କେଶକୁ ବାରମ୍ବାର କଲର୍ କରି ଥକି ଗଲେଣି ଏବଂ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଏହା କେଶରେ ଖୁବ୍ କମ୍ ଦିନ ପାଇଁ ରହିଥାଏ । କିଛି ଦିନରେ ଏହି କର୍ଲର ଛାଡିବାକୁ ଲାଗିଥାଏ । ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବ ନାହିଁ କାହିଁକି ନା, ଆଜି ଆମେ ଆପଣଙ୍କୁ କହିବୁ କିଛି ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇ ଆପଣ ହୋଇପାରିବେ ଲାଭବାନ୍ ।
ଯେବେବି ଆପଣ କେଶକୁ କର୍ଲର କରୁଛନ୍ତି ଏହାର ୩ ଦିନ ଯାଏ ବିଲକୁଲ୍ ବି ସାମ୍ପୁ କରନ୍ତୁ ନାହିଁ । ଏହା କରିବା ଦ୍ବାରା କେଶକୁ କର୍ଲର ଠିକ୍ ଭାବେ ବାନ୍ଧିବାରେ ସମୟ ପାଇଥାଏ । ଆଉ ଏକ କଥାର ମଧ୍ୟ ନିଶ୍ଚୟ ଖାଲ୍ ରଖିବେ ଯେମେତି ତରତରରେ ସାମ୍ପୁ ନକରନ୍ତି ।
କେଶରେ କର୍ଲର ଲଗାଇବା ପରେ ସାଧାରଣ ସାମ୍ପରେ ଜମାରେ ସାମ୍ପୁ କରନ୍ତୁ ନାହିଁ । ସାଧାରଣ ସାମ୍ପୁ ବ୍ୟବହାର କରିବା ଠାରୁ ଭଲ ଆପଣ କିଛି ସଲଫ୍ଟେ ଫ୍ରି ସାମ୍ପୁ ବ୍ୟବହାର କରନ୍ତୁ । ଆପଣ ଏହି ପରି ସାମ୍ପୁ ବ୍ୟବହାର କରନ୍ତୁ ଯାହା କର୍ଲର କେଶ ପାଇଁ ଉପଯୁକ୍ତ ଥିବ ।
କେଶକୁ ଧୋଇବା ସମୟରେ ଫିଟ୍ଲର୍ଡ ପାଣିରେ ସଫାକରନ୍ତୁ । କାହିଁକି ନା ନଳକୂପରୁ ବାହାରୁଥିବା ପାଣିରେ କେମିକାଲ୍ ରହିଥାଏ ଯାହା କେଶ ପାଇଁ ଠିକ୍ ନୁହେଁ ତେଣୁ ସର୍ବଦା ଫିଟ୍ଲର୍ଡ ପାଣିରେ କେଶକୁ ଧୁଅନ୍ତୁ । ଗରମ ପାରିରେ କଦାପି କେଶ ଧୁଅନ୍ତୁ ନାହିଁ ।

Share

Leave a Reply

Your email address will not be published. Required fields are marked *

4 × 2 =