ପର୍ସନାଲିଟି ଅନୁଯାୟୀ କିପରି ଚୟନ କରିବେ ଡ୍ରେସ , ଜାଣନ୍ତୁ …

ଆଜିକାଲିର ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ଅବା ଗୃହିଣୀ ନିଜର ପର୍ସନାଲିଟି ବଢ଼ାଇବାକୁ ନିଜ ଡ୍ରେସ୍କୁ ଅଗ୍ରାଧିକାର ଦେଉଛନ୍ତି। ତେବେ ଏହି ସମୟରେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।

କମ ହାଇଟ ଓ ଫ୍ୟାଟି ଯୁବତୀ ଥିବା ମହିଳା ବଡି ହ୍ୟାଙ୍ଗିଙ୍ଗ ଡ୍ରେସ ଚୟନ କରନ୍ତୁ। ଏହାଦ୍ୱାରା ସେମାନେ ଅନେକାଂଶରେ ସ୍ଲିମ୍ ଏବଂ ସୁନ୍ଦର ଦେଖାଯାଇଥାଆନ୍ତି।

ଡେଙ୍ଗା ଓ ପତଳା ଯୁବତୀ ଯଦି ଟାଇଟ୍ କପଡା କିମ୍ବା ପ୍ରିଣ୍ଟସ୍ ପିନ୍ଧିବେ ତେବେ ସେ ଆହୁରି ପତଳା ଦେଖାଯିବ। ଗାଢ଼ ରଙ୍ଗ କେବଳ ଗୋରା ଝିଅଙ୍କୁ ମାନି ନ ଥାଏ ଏହା ଶ୍ୱାମଳ ବର୍ଣ୍ଣ ଝିଅଙ୍କୁ ମଧ୍ୟ ଭଲ ମାନିଥାଏ।

ପତଳା ଝିଅଙ୍କୁ ସବୁ ଜିନିଷ ସୁଟ୍ କରିବ ଏମିତି କିଛି ମାନେ ନାହିଁ। କାହିଁକି ନା ଏମିତି ଯୁବତୀଙ୍କୁ ହଟ୍ ପ୍ୟାଣ୍ଟ ଜମା ବି ମାନି ନ ଥାଏ। ଏହା ବ୍ୟତୀତ ଶଟର୍ସ ମାଇକ୍ରୋ ସ୍କର୍ଟସ ବି ପିନ୍ଧିବା ଉଚିତ୍ ନୁହେଁ। ଏହାଦ୍ୱାରା ସେମାନଙ୍କ ଗୋଡ ଆହୁରି ପତଳା ଲାଗିବ ।

କମ ହାଇଟ ଥିବା ଯୁବତୀ ଯଦି ଲଙ୍ଗ ସ୍କର୍ଟ ଓ ଲଙ୍ଗ ଟପ୍ ପିନ୍ଧିବେ ତେବେ ସେ ଡେଙ୍ଗା ଦେଖାଯିବେ।

Share

Leave a Reply

Your email address will not be published. Required fields are marked *

four × two =