ପୁରା ଶରୀର ଗୋରା ହୋଇଯିବ ଏହି ୨ଟି ଜିନିଷ ଗାଧୋଇବା ପାଣିରେ ମିଶାନ୍ତୁ, ପଢନ୍ତୁ…

ଶ୍ୟାମଳ ବା କଳା ରଙ୍ଗ ଖରାପ ନୁହେଁ । କିନ୍ତୁ ଅଧିକାଂଶ ଲୋକ ନିଜ ଶରୀରର ଶ୍ୟାମଳ ରଙ୍ଗକୁ ପସନ୍ଦ କରନ୍ତି ନାହିଁ । ତେଣୁ ଗୋରା ହେବା ପାଇଁ ବଜାରରେ ମିଳୁଥିବା କେଲିକାଲ୍ ଯୁକ୍ତ ସାମଗ୍ରୀ ବ୍ୟବହାର କରିଥାନ୍ତି । ଆଉ କିଛି ଘରୋଇ ଉପାୟରେ ରଙ୍ଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି । ତେବେ ଏସବୁ ଉପାୟରେ ଆପଣଙ୍କ ଚେହେରା ସିନା ଗୋରା ହୋଇଯାଏ କିନ୍ତୁ ଶରୀରର ରଙ୍ଗ ସଫା ହୋଇନଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯେଉଁଥିରେ ଆପଣଙ୍କ ଶରୀରର ରଙ୍ଗ ଗୋରା ହୋଇଯିବ । ଆଉ ସେଥିପାଇଁ ବେଶୀ ଖର୍ଚ୍ଚ ମଧ୍ୟ କରିବାକୁ ପଡିବନି । ଏଥିପାଇଁ ବେଶୀ କିଛି କରିବାକୁ ପଡିବନି , ବାସ୍ ନିଜ ଗାଧୋଇବା ପାଣିରେ ଗୋଟିଏ ଲେମ୍ବୁ ଏବଂ ଅଧା ଚାମଚ ଲୁଣ ମିଶାନ୍ତୁ ।
ଏହି ପାଣିରେ ନିୟମିତ ଗାଧୋଇଲେ ତ୍ବଚାର ରଙ୍ଗ ନିଶ୍ଚୟ ଭାବରେ ଗୋରା ହେବ । କେବଳ ସେତିକି ନୁହେଁ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଏହା ସହ ତ୍ବଚା ମୁଲାୟମ ସହ ଏକ ଅଲଗା ପ୍ରକାର ଉଜ୍ବଳତା ଆପଣଙ୍କ ଶରୀରରେ ଦେଖିବାକୁ ମିଳିବ ।
କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖିବାକୁ ହେବ ଯେ, ଲେମ୍ବୁ ଏବଂ ଲୁଣ ସଠିକ୍ ମାତ୍ରାରେ ପାଣିରେ ମିଶାଇବାକୁ ପଡିବ । କାରଣ କିଛି ଲୋକ ଭାବନ୍ତି ଅଧିକ ମାତ୍ରାରେ ପ୍ରୟୋଗ କଲେ ଶୀଘ୍ର ଫଳ ମିଳିବ । କିନ୍ତୁ ଏହା ସତ ନୁହେଁ । କୌଣସି ଜିନିଷର ଅଧିକ ବ୍ୟବହାର ଠିକ୍ ନୁହେଁ ।

Share

Leave a Reply

Your email address will not be published. Required fields are marked *

ten + nine =