ହିନ୍ଦୁ ଧର୍ମରେ ସ୍ତ୍ରୀ କାହିଁକି ନିଜ ସ୍ୱାମୀର ନାମ ଧରେ ନାହିଁ

ଭୁବନେଶ୍ୱର()  ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀ ନାମ ଧରେ ନାହିଁ । ଏହି ଧର୍ମରେ ସ୍ତ୍ରୀ ମାନେ ନିଜ ସ୍ୱାମୀକୁ ଭଗବାନ ବୋଲି ମାନିଥାନ୍ତି । ଏଥିପାଇଁ ସ୍ତ୍ରୀ ସ୍ୱାମୀଙ୍କ ପାଦ ମଧ୍ୟ ଛୁଇଁଥାନ୍ତି । ଅନେକ ସ୍ଥାନରେ ସ୍ୱାମୀଙ୍କ ନାମ ଧରି ଡାକିବା ଏକ ପ୍ରକାରର ସ୍ୱାମୀର ଅପମାନ ହୋଇଥାଏ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏହାର ପ୍ରକୃତ କାରଣ କହିବୁ ।

ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନେ ନାମ ଧରି ଡାକିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ କମିଥାଏ ।

Share

Leave a Reply

Your email address will not be published. Required fields are marked *

16 + sixteen =