ଟ୍ରେନର ପଛପଟେ X କଣ ପାଇଁ ଲେଖା ହୋଇଥାଏ, ଜାଣନ୍ତୁ ପ୍ରକୃତ କାରଣ

ଆମେ ସମସ୍ତେ ଟ୍ରେନ ବିଷୟରେ ଅଳ୍ପ ବହୁତ ଜାଣିଛେ । ହେଲେ ଏମିତ ଅନେକ ରୂଚନ କଥା ଆମେ ଟ୍ରେନ ବିଷୟରେ ଜାଣିନଥାଉ । ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ।ଆପଣ ଦେଖିଥିବେ ଟ୍ରେନର ପଛପଟେ X ଲେଖା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ …

ଏହା ଏକ ପ୍ରକାରର ସୂଚକାଙ୍କ ଅଟେ ଯାହା ଜରିଆରେ ଏହା ସୁନିଶ୍ଚିତ କରାଯାଇ ଥାଏ କି ରେଳ ପୂରା ବାହାରି ସାରିଛି। ଏହି ପରମ୍ପରା ବହୁତ୍ ପ୍ରାଚୀନ ଅଟେ ଓ ଏହାର ପ୍ରୟୋଗ ସେବେଠାରୁ ଉପଯୋଗ କରାଯାଉଛି ଯେବେଠାରୁ ରେଳ ଅସ୍ତିତ୍ୱରେ ଆସିଥିଲା।

Share

Leave a Reply

Your email address will not be published. Required fields are marked *

seven + 19 =