ସାତ ବାର ମଧ୍ୟରୁ ରବିବାର ଦିନ ହିଁ କଣ ପାଇଁ ଛୁଟି ହୋଇଥାଏ, ଜାଣନ୍ତୁ ପ୍ରକୃତ କାରଣ

ସ୍ୱାଧିକାର ନ୍ୟୁଜ() ସପ୍ତାହର ସାତ ବାର ମଧ୍ୟରୁ ରବିବାର ଦିନ ହିଁ କଣ ପାଇଁ ଛୁଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ପଛର ପ୍ରକୃତ କାରଣ ଜଣାଇବୁ ଯାହା ଆପଣଙ୍କ ଜୀବନରେ ନିଶ୍ଚିତ ଦରକାର ପଡିବ। ଆସନ୍ତୁ ଜାଣିବା …

୧୦ ଜୁନ୍ ୧୮୯୦ରେ ରବିବାରକୁ ଛୁଟି ରୂପରେ ସ୍ୱୀକାର କରାଯାଇଥିଲା। ଇଂରେଜ ଶାସନ ସମୟରେ ମଜୁରିଆ ମାନେ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା। ତ ଏଥିପାଇଁ ମଜୁରିଆ ମାନଙ୍କ ନେତା ନାରାୟଣ ମେଘାଜୀ ଏହି ପ୍ରସ୍ତାବ ଇଂରେଜ ସରକାରଙ୍କ ପାଖରେ ରଖିଥିଲେ। ଇଂରେଜ ସରକାର ଏଥିରେ ରାଜି ନହେବାରୁ ସାତ ବର୍ଷ ଯୁଦ୍ଧ ହୋଇଥିଲା ଏହାପରେ ଶ୍ରମିକ ମାନଙ୍କ ପାଇଁ ସପ୍ତାହର ରବିବାରକୁ ଛୁଟି ଘୋଷଣା କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

2 × five =