କାହିଁକି ଅଧିକାଂଶ ସମୟରେ କଳା ରଙ୍ଗର ପୋଷାକ ପିନ୍ଧନ୍ତି ସଲମାନ ?

ମୁମ୍ବାଇ()  ଅଭିନେତା ସଲମାନ ଖାନ୍ ସବୁ ବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ପେସାଦାର ଜୀବନକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ଅନେକ ସମୟରେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏବେ ସେ ପିନ୍ଧୁଥିବା କଳା ରଙ୍ଗର ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖା ଯାଉଥିବା ବେଳେ ତାଙ୍କର ଜଣେ ପ୍ରଶଂସକ ଇନ୍ଷ୍ଟାରେ ଏହାର କାରଣ ପଚାରିଥିଲେ । ଏହାର ଉତ୍ତର ଦେଇଥିଲେ ସଲମାନଙ୍କ ଡିଜାଇନର ଏଶଲେ ରେବେଲୋ । ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ପୂରା କାରଣ ନ ଜଣାଇ, ସଲମାନଙ୍କୁ କଳା ରଙ୍ଗ ଅନ୍ୟ ରଙ୍ଗଠାରୁ ଅଧିକ ପସନ୍ଦ ସେଥିପାଇଁ ସେ କଳା ରଙ୍ଗର ପୋଷାକ ପିନ୍ଧନ୍ତି ବୋଲି କହିଥିଲେ ଏଶଲେ ।

Share

Leave a Reply

Your email address will not be published. Required fields are marked *

seventeen + 14 =