କାଶ୍ମୀରର ସବୁ ଝିଅ କାହିଁକି ଏତେ ସୁନ୍ଦରୀ ? ଜାଣନ୍ତୁ ପ୍ରକୃତ କାରଣ …

ଭୁବନେଶ୍ୱର()  କାଶ୍ମୀରର  ଲୋକ ମାନେ ଅଧିକ ଗୋରା ହୋଇଥାନ୍ତି । ଖାଲି ଗୋରା ନୁହେଁ କାଶ୍ମୀରର ଝିଅମାନେ କୌଣସି ଅପସରା ବା ପରୀ ଠାରୁ କମ ନୁହଁନ୍ତି । ହେଲେ ଏହା କାରଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ …
୧- କାଶ୍ମୀର ମିଳୁଥିବା କେଶର ବିଶ୍ୱରେ ପ୍ରସିଦ୍ଧ । ତାସହ କାଶ୍ମୀରରେ ବେଷ୍ଟ କ୍ୱାଲିଟିର କେଶର ମିଳିଥାଏ ଯାହା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।
୨- କାଶ୍ମୀରର ଲୋକ  ଅଧିକ ଦୁଗ୍ଧ ଜାତୀୟ ଖାଦ୍ୟ ବ୍ୟବହାର କରିନ୍ତି । ଏହାସହ କାଶ୍ମୀରର ପାଣିପାଗ ଥଣ୍ଡା ଥିବାରୁ ତ୍ୱଚା ଗ୍ଲୋ କରିଥାଏ ।
୩- କାଶ୍ମୀରରେ ଅଧିକ ପରିମାଣର ଆଖରୋଟ ଏବଂ ସେଓ ଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।
Share

Leave a Reply

Your email address will not be published. Required fields are marked *

eighteen − seventeen =