କାହିଁକି ଆଜି ଯାଏ ତବୁ ବାହା ହୋଇନାହାନ୍ତି,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ରୁ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ସେ ଫିଲ୍ମ ଫେୟାର ଆଓ୍ବାର୍ଡ ଠାରୁ ନ୍ୟାଶନାଲ ଆଓ୍ବାର୍ଡ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ତବ୍ବୁଙ୍କ ନାଁ ସହ ତେକେଜଣ ନାୟକଙ୍କ ନାଁକୁ ଯୋଡା ଯାଇଥିଲେ ବି ସେ ଏପର୍ୟ୍ୟନ୍ତ କାହିଁକି ବିବାହ କରି ନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଥରେ ଏକ ସାକ୍ଷାତ୍କାରରେ ଅଜୟ ଦେବଗନ କହିଥିଲେ ତବ୍ବୁ ମୋ ଭଳି ଜଣେ ଜୀବନସାଥି ଚାହୁଁଥିଲେ। ଯାହା ତାଙ୍କୁ ଆଜି ପର୍ୟ୍ୟନ୍ତ ମିଳି ପାରିନାହିଁ। ସେଥିପାଇଁ ସେ ବିବାହ କରି ନାହାଁନ୍ତି।

ଆଉ ମଧ୍ୟ ତବ୍ବୁ ନାଗାର୍ଜୁନଙ୍କ ସହ ରିଲେସନଶିପରେ ଥିଲେ ବୋଲି କୁହାଯାଏ। କିନ୍ତୁ ନାଗାର୍ଜୁନ ବିବାହିତ ହୋଇଥିବାରୁ ଆଉ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡିବାକୁ ଚାହୁଁ ନ ଥିବାରୁ ତବ୍ବୁ କୁଆଡେ ନାଗାର୍ଜୁନଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ।

Share

Leave a Reply

Your email address will not be published. Required fields are marked *

five × two =