ଭାଇରାଲ ହେଉଛି ବାଙ୍ଗାଲାଦେଶର ଏହି ହଟ ଅଭିନେତ୍ରୀଙ୍କ ଫଟୋ

ସାଧାରଣତଃ ସିନେମା ଜଗତର ଅଭିନେତ୍ରୀମାନେ ବହୁତ ସୁନ୍ଦର ଥାନ୍ତି। ତେବେ ଜାଣନ୍ତୁ ଏମିତି ଏକ ବାଙ୍ଗଲାଦେଶୀ ଅଭିନେତ୍ରୀଙ୍କ ବିଷୟରେ ଯିଏ ଖୁବ୍ ସୁନ୍ଦର ଓ ହଟ୍।

ଏହି ବାଙ୍ଗଲାଦେଶୀ ମଡେଲ ୨୦୧୧ ମସିହାରେ ଧାଲିଉଡ ସିନେମା ଜଗତରେ ପାଦ ଦେଇଥିଲେ। “ଭୁଲ” ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରି ସେ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।

ଏହି ଅଭିନେତ୍ରୀ ଅକୋଲ ଅଖେ ନାଁରେ ପରିଚିତ। ଅକୋଲଙ୍କ ପୁରା ନାଁ ନଫିସା ଜହାନ ଅକୋଲ ଅଖେ। ଅନେକ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

ଢାକାରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ କରିଛନ୍ତି ଅକୋଲ। ଅଧିକାଂଶ ସମୟରେ ଅକୋଲଙ୍କ ହଟ୍ନେସ ପାଇଁ ତାଙ୍କ ଫଟୋ ଭାଇରାଲ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

seventeen − 6 =