ଟମାଟୋ ବଢ଼ାଏ ପୁରୁଷଙ୍କ ଯୌନ କ୍ଷମତା

ଟମାଟୋକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଗବେଷକଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟରେ ଟମାଟୋ ମହଙ୍ଗା ହୋଇପାରେ। ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇଲେ ପୁରୁଷତ୍ବ କ୍ଷମତା ବୃଦ୍ଧି ହୋଇଥିବା ଗବେଷକଙ୍କ ମତ ଦେଇଛନ୍ତି। ଟମାଟୋରୁ ମିଳିଥିବା ଲାକ୍ଟୋଲାଇକୋପିନ୍ ନାମକ ଏକ ଆହାର ଯୌଗିକ ପୁରୁଷଙ୍କ ଶୁକ୍ରାଣୁର ଗୁଣବତ୍ତାର ସୁଧାର ଆଣିଥାଏ। ଟମାଟୋ ଶରୀରର ଶୁକ୍ରାଣୁ କ୍ଷମତା ବୃଦ୍ଧି କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ।

ଗବେଷକଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟରେ ଟମାଟୋ ମହଙ୍ଗା ହୋଇପାରେ। ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇଲେ ପୁରୁଷତ୍ବ କ୍ଷମତା ବୃଦ୍ଧି ହୋଇଥିବା ଗବେଷକଙ୍କ ମତ ଦେଇଛନ୍ତି। ଟମାଟୋରୁ ମିଳିଥିବା ଲାକ୍ଟୋଲାଇକୋପିନ୍ ନାମକ ଏକ ଆହାର ଯୌଗିକ ପୁରୁଷଙ୍କ ଶୁକ୍ରାଣୁର ଗୁଣବତ୍ତାର ସୁଧାର ଆଣିଥାଏ। ଟମାଟୋ ଶରୀରର ଶୁକ୍ରାଣୁ କ୍ଷମତା ବୃଦ୍ଧି କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ।

Share

Leave a Reply

Your email address will not be published. Required fields are marked *

16 + seventeen =