ବେଡରୁମରେ ଏହି କାମ କରୁଛନ୍ତି କି ? ଫସିଯିବେ…

ଅନେକ ସମୟରେ ଏମିତି ହୋଇଥାଏ ଆପଣ ଜଣାତରେ ହେଉ କି ଅଜଣାତରେ ଏମିତି କିଛି କଥା କହିଦେଇଥାନ୍ତି କିମ୍ବା କିଛି ହରକତ କରିଦେଇଥାନ୍ତି ଯାହା ପାଇଁ ଆପଣଙ୍କ ସାଥୀ ଖରାପ ଭାବି ନିଅନ୍ତି । ଏମିତିରେ ବି ବାହଘର ପରେ ପରେ ଜୀବନ ସାଥୀ ହିଁ ସବୁ କିଛି ହୋଇଥାନ୍ତି । ଏହି ସବୁ କାରଣ ପାଇଁ ଆପଣଙ୍କୁ କିଛି କଥାରେ ଧ୍ୟାନ ରଖିବାକୁ ପଡିବ ଯାହା ଦ୍ବାରା ଆପଣଙ୍ଗ ସାଥୀଙ୍କୁ ଟିକେବି ଖରାପ ନଲାଗୁ କି ସେ ନରାଗନ୍ତୁ । ସ୍ବାମୀ ସ୍ତ୍ରୀଙ୍କୁ କେବଳ ରାତିରେ ହିଁ ସମୟ ମିଳିଥାଏ ଯେତେବେଳେ ସେମାନେ କିଛି ମୁହୂର୍ତ୍ତ ଏକାଠି ବିତାଇ ପାରିଥାନ୍ତି । ଏହି ସମୟରେ ଧ୍ୟାନ ରଖିଥାନ୍ତୁ ନା ଏହି କଥା କହିବେ ନା ଏହି ହରକତ୍ କରିବେ।
• ରାତିରେ କଥା ହେବା ସମୟରେ ଚେଷ୍ଟା କରିବେ କି ଅଫିସ୍ କିମ୍ବା ଅଲଗା କିଛି ସଂର୍ପକୀୟଙ୍କ ବିଷୟରେ ଆଲୋଚନା ନକରିବା ପାଇଁ।
• ଅଫିସ୍ କିମ୍ବା ଅଲଗା କିଛି ସଂର୍ପକୀୟଙ୍କ ବିଷୟରେ କଥା ହେବା ଦ୍ବାରା ବିରକ୍ତିଭାବ ଆସିଥାଏ । ଆଉ ରାତିରେ ଆରମ ସମୟରେ ଏହି ସବୁ ବିଷୟରେ କଥା ହେବା ଉଚିତ୍ ନୁହେଁ ।
• ଆପଣ ଯେବେ ବି ଆପଣଙ୍କ ସାଥୀଙ୍କ ସହ ଥିବେ ସେତେବେଳେ ପୁରା ଚେଷ୍ଟା କରନ୍ତୁ ଯେମିତି ମୋବାଇଲ୍ ବିଲକୁଲବି ବ୍ୟବହାର ନକରିବେ।
• ରାତିରେ କଥା ହେବା ସମୟରେ ପରସ୍ପର ଭୁଲ୍ ବିଷୟରେ କଥା ପକାନ୍ତୁ ନାହିଁ ।
• ଏହି ସମୟରେ ନିଜର ସାଥୀଙ୍କର ଭୁଲ ଉପରେ ଧ୍ୟାନ ନଦେବା ଭଲ ।
• ସାଥୀଙ୍କ ଆଡକୁ ପିଠି କରି ଶୋଇବା ବହୁତ ଖରାପ ସଂକେତ ହୋଇଥାଏ ।
• ଆପଣ ଏମିତି କରିବା ଦ୍ବାରା ସଂପର୍କରେ ଭଲପାଇବା ଆଶା କମିଯାଇଥାଏ ।
• ରାତିରେ ରୁମ୍ ଭିତରକୁ ଯିବା ପରେ ସାଥୀଙ୍କୁ ଇଗନୋର କରନ୍ତୁ ନାହିଁ ।

Share

Leave a Reply

Your email address will not be published. Required fields are marked *

20 − 20 =