ଆରପାରିରେ ହାସ୍ୟ ଅଭିନେତା ବେଣୁ

ନୂଆଦିଲ୍ଲୀ ()  ତେଲଗୁ  ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ ଘଟିଛି।ସେ ଆଜି ଦ୍ବିପ୍ରହର ୧୨ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।ବେଣୁଙ୍କୁ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନେ ପ୍ରାଣପଣେ ଉଦ୍ୟମ କରିବା ସତ୍ବେ ବେଣୁଙ୍କୁ କେହି ବଞ୍ଚାଇପାରିନଥିଲେ। ସେ ଦୀର୍ଘ ଦିନରୁ ଲିଭର ଏବଂ କିଡନି ସମସ୍ୟାରେ ପୀଡ଼ିତ ଥିଲେ।ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୯ବର୍ଷ ବୟସ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

nineteen − 15 =