ସୂର୍ଯ୍ୟ ଙ୍କର କିରଣରେ କେତୋଟି ରଙ୍ଗ ଥାଏ ଜାଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ବର()   ସାଧାରଣରେ ସଖାଳର ଆରମ୍ଭ ସୂର୍ଯ୍ୟଙ୍କ ଠାରୁ ହିଁ ହୋଇଥାଏ । ଦିନ ଆରମ୍ଭରୁ ସୂର୍ଯ୍ୟଙ୍କ ଦର୍ଶନି କଲେ କଷ୍ଟ ଏବଂ ଦୁଃଖ କମିଯାଏ । ତାସହ ସାସ୍ତ୍ର ହେଉ କି ବିଜ୍ଞାନ ସୂର୍ଯ୍ୟଙ୍କ କିରଣ ଆମ ଶରୀର ପାଇଁ ଲାଭଦାୟ । ସୂର୍ଯ୍ୟଙ୍କ କିରଣ ଦ୍ୱାରା ଆମର ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ସୂର୍ଯ୍ୟଙ୍କ କିରଣରେ କେତୋଟି ରଙ୍ଗ ଅଛି । ତେବେ ସୂର୍ଯ୍ୟଙ୍କର କିରଣରେ ୭ଟି ରଙ୍ଗ ଥାଏ ।

Share

Leave a Reply

Your email address will not be published. Required fields are marked *

5 × 2 =