ଚିନିରୁ ଜାଣନ୍ତୁ ଗର୍ଭବତୀ କି ନା ?

ମା’ ହେବା ସବୁ ମହିଳାଙ୍କ ପାଇଁ ସବୁଠୁ ଅଧିକ ଖୁସିର ବିଷୟ ହୋଇଥାଏ। ସେହି ମୁହୁର୍ତ୍ତକୁ ନା କେବଳ ପତି ପତ୍ନୀ ବରଂ ପୂରା ପରିବାରର ବହୁ ଦିନର ଅପେକ୍ଷା ଥାଏ। ସମୟ ପରିବର୍ତ୍ତନ ସହିତ ସବୁ ଜିନିଷରେ ପରିବର୍ତ୍ତନ ଆସଛି ଏବଂ ବଜାରରେ ବହୁତ ଏମିତି କିଟ ମିଳୁଛି ଯାହା ଦ୍ବାରା ଆପଣ ଘରେ ବସି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜାଣି ପାରିବେ।
ବହୁତ ମହିଳା ଏହି ପ୍ରେଗ୍ନେସୀ କିଟକୁ କିଣିଲା ବେଳେ ଲାଜ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ଜଣାଇବୁ ଯାହା ଦ୍ବାରା ଆପଣ ଘରେ ବସି ରୋଷେଇର ଏକ ସାମଗ୍ରୀ ଦ୍ବାରା ଗର୍ଭବତୀ ଅଛନ୍ତି ନା ନାହିଁ ଜାଣି ପାରିବେ।
ଆପଣ ଗର୍ଭବତୀ ଅଛନ୍ତି ନା ନାହିଁ ଏହା ଜାଣିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସକାଳର ୟୁରିନ।
ସର୍ବପ୍ରଥମେ ଆପଣ ଏକ ଡିସ୍ପୋଜଲ ଗ୍ଲାସ ନିଅନ୍ତୁ ସେଥିରେ ଚିନିର କିଛି ଦାନା ଏବଂ ନିଜର ସକାଳର ପ୍ରଥକ ୟୁରିନ ପକାନ୍ତୁ।
ଚିନି ମିଳେଇଯିବା ପରିବର୍ତ୍ତେ ଯଦି ଗୋଟିଏ ଯାଗାରେ ଜମା ହୋଇ ରହିଗଲା ତେବେ ଜାଣି ନିଅନ୍ତୁ ଯେ ଆପଣ ଗର୍ଭବତୀ ଅଛନ୍ତି।
ଏହି ଟେଷ୍ଟରେ ସମ୍ପୁର୍ଣ୍ଣ ଭାବରେ ବିଶ୍ବାସ କରନ୍ତୁ ନାହିଁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Share

Leave a Reply

Your email address will not be published. Required fields are marked *

one + fifteen =