ସୋନାଙ୍କୁ ସୋନୁଙ୍କ ଜବାବ

ଜଣାଶୁଣା କଣ୍ଠଶିଳ୍ପୀ ସୋନୁ ନିଗମ୍ଙ୍କୁ ବିଭିନ୍ନ ପ୍ରସଙ୍ଗରେ ବଲିଉଡ୍ର ଓଡ଼ିଆ ସିଙ୍ଗର୍ ସୋନା ମହାପାତ୍ର ସମାଲୋଚନା କରିବା ପରେ ଏହି ଝଗଡ଼ା ଉଗ୍ର ହୋଇଛି। ଏବେ ସୋନୁ ସୋନାଙ୍କ ସମାଲୋଚନାର ପ୍ରତିଜବାବ୍ ଦେଇଛନ୍ତି।
ସୋନା ମହାପାତ୍ରଙ୍କୁ କଟାକ୍ଷ କହି ସୋନୁ ନିଗମ୍ କହିଛନ୍ତି ଯେ ” ଟ୍ୱିଟର୍ରେ ବାନ୍ତି କରୁଥିବା ଏହି ସମ୍ମାନସ୍ପଦ ମହିଳା ଏମିତି ଜଣେ ବ୍ୟକ୍ତିଙ୍କ ପତ୍ନୀଟ୍ଟଯାହାଙ୍କୁ ମୁଁ ନିଜର ଖୁବ୍ ନିକଟତର ବୋଲି ଭାବେ । ଯଦିଓ ସେ, ମୁଁ ଚାହୁଁଥିବା ସମ୍ପର୍କ.. ‘ଶାଳୀନତା’ ରଖିବାକୁ ଭୁଲି ଯାଇଛନ୍ତି।”
ସୋନୁ ନିଗମ୍ ଆହୁରି ମଧ୍ୟ କହିଛନ୍ତି ଯେ “ସୋନା ଯାହା ସବୁ କହୁଛନ୍ତି, ସେ ସବୁ କହିବା ପୂର୍ବରୁ ପ୍ରଥମେ ନିଜ ବିବେକକୁ ପରାଚିବା ଉଚିତ୍।”

Share

Leave a Reply

Your email address will not be published. Required fields are marked *

five + 19 =