ପୁଲଓ୍ଵାମା ସହିଦଙ୍କୁ ସଙ୍ଗୀତରେ ଶ୍ରଦ୍ଧାଂଜଳି

ମୁମ୍ବାଇ() ପୁଲଓ୍ଵାମା ସହିଦଙ୍କୁ ସଙ୍ଗୀତରେ ଶ୍ରଦ୍ଧାଂଜଳି । ଯବାନମାନଙ୍କ ଉତ୍ସର୍ଗକୁ ନେଇ ତିଆରି ହେଉଥିବା ଗୀତ ‘ତୁ ଦେଶ ମେରା’ ରେ ସୁପର୍ଷ୍ଟାର୍ ଶାହରୁଖ ଖାନ ବି ନିଜର ଆସିପାରନ୍ତି ବୋଲି ସୂଚନା ରହିଛି। ଗ୍ ବି ଅମିତାଭ ବଚ୍ଚନ, କାର୍ତ୍ତିକ ଆର୍ୟ୍ୟନ, ଟାଇଗର୍ ସରଫ୍ ଓ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ସହ ଅନ୍ୟମାନେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ୪ ମିନିଟ୍ର ଏହି ଭିଡିଓରେ ଗୀତର କିଛି ଭାବପ୍ରବଣପୂର୍ଣ୍ଣ ଧାଡ଼ିକୁ ନେଇ ନିଜର ଅଭିନୟ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରିବେ କିଙ୍ଗ୍ଖାନ୍।

Share

Leave a Reply

Your email address will not be published. Required fields are marked *

ten + four =