ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରୁଥିବା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ । ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପ୍ରାଣ ଯାଇଥିବା ଜଣା ପଡିଛି । ଲୋକପ୍ରିୟ ଟିଭି ସିରିଏଲ ବାଲିକାବଧୁରେ ସେ ଅଭିନୟ କରୁଥିଲେ । ତାଙ୍କର ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କ ମନକୁ ମୋହିଥିଲା । ତେବେ ସେ ବିଗବସରେ ଜିତିବା ପରେ ଏହି ସିରିଏଲରେ କାମ ମିଳିଥିଲା । ଏବେ ସେ ଘରେ ଘରେ ପରିଚିତ ।

Share

Leave a Reply

Your email address will not be published. Required fields are marked *

nineteen − fifteen =