୨୨ ବର୍ଷ ବଡ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା,ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ନିଜର କ୍ୟୁଟ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଶ୍ରଦ୍ଧା । ଶ୍ରଦ୍ଧା ନିଜ ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ହେଲେ ଏବେ ନିଜ ଅଭିନୟ ପାଇଁ ନୁହେଁ ନିଜ ବିବାହା ପାଇଁ ଚର୍ଚ୍ଚାରେ ଅଛନ୍ତି ଶ୍ରଦ୍ଧା ।

ନିକଟରେ ଏକ ସାକ୍ଷାତକାରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାର ଘେର ଭିତରକୁ ଆସିଛନ୍ତି ଏହି କ୍ୟୁଟ ଅଭିନେତ୍ରୀ ।

ଜଣେ ସାମ୍ବାଦିକ ଶ୍ରଦ୍ଧାଙ୍କୁ ପ୍ରଶ୍ନ କରିଥିଲେ ତାଙ୍କୁ କିପରି ପୁଅ ପସନ୍ଦ । ଏହାର ଉତ୍ତରରେ ସେ ସଲମାନଙ୍କ ନାଁ ନେଇଥିଲେ । ଆହୁରି ଶ୍ରଦ୍ଧା କହିଥିଲେ ସେ ଯେଉଁପରି ପୁଅ ଖୋଜୁଛନ୍ତି ସଲମାନ ଠିକ ସେହିପରି । ଆଉ ସଲମାଲ ସବୁ ଗୁଣରେ ଭଲ ।

Share

Leave a Reply

Your email address will not be published. Required fields are marked *

13 − 9 =