ଅମିତାଭଙ୍କ ଫଟୋ ଦେଖି କହିଲେ ଡେଞ୍ଜର ଜୋନ୍

ମୁମ୍ବାଇ() ପୁଣି ଚର୍ଚ୍ଚାରେ ରେଖା । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗଛି । ଉକ୍ତ ଭିଡିଓରେ ଅମିତାଭଙ୍କ ଫଟୋ ଦେଖି ରେଖା ଏମିତି ମଜା କରିଛନ୍ତି ଯାହାକୁ ଦେଖିଲେ ଆପଣାଛାଏଁ ସମସ୍ତେ ହସି ପକାଉଛନ୍ତି। ନିକଟରେ ଖ୍ୟାତନାମା ଫଟୋଗ୍ରାର ଡବ୍ବୁ ରତନାନୀଙ୍କ ଚଳିତ ବର୍ଷ ଅର୍ଥାତ୍ ୨୦୨୦ର କ୍ୟାଲେଣ୍ଡର ଲଞ୍ଚିଙ୍ଗ ସେରିମନିରେ ବହୁ ବଲିଲଡ୍ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସମୟରେ ରେଖା ଫଟୋ ପାଇଁ ପୋଜ୍ ହେବା ସମୟରେ ତାଙ୍କ ପଛରେ ଅମିତାଭଙ୍କ ଫଟୋ ଥିବା ଦେଖିଥିଲେ। ଆଉ ମଜା କରିବାକୁ କହିଥିଲେ ଏହା ଡେଞ୍ଜର ଜୋନ୍। ଏହା କହିବା ସହ ରେଖା ସେଠାରୁ ପଳାଇ ଯାଇଥିଲେ।

Share

Leave a Reply

Your email address will not be published. Required fields are marked *

twelve + 14 =