ପୃଥ୍ଵୀରାଜ୍ ଚୌହାନ୍ରେ ମାନୁଷୀ

ଫିଲ୍ମ ପୃଥ୍ଵୀରାଜ୍ ଚୌହାନ୍ର କାଷ୍ଟିଙ୍ଗ୍ ପ୍ରାୟ ଶେଷ ହୋଇ ଆସିଥିବା ଜଣା ପଡ଼ିଛି । ଫିଲ୍ମରେ ପୃଥ୍ଵୀରାଜ୍ ଚୌହାନ୍ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବାକୁ ଥିବା ବେଳେ ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍ । ଏହି ଫିଲ୍ମରେ ପୃଥ୍ଵୀରାଜ୍ ଚୌହାନ୍ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବ ।

Share

Leave a Reply

Your email address will not be published. Required fields are marked *

4 + six =