ନିର୍ବାଚନ ନ ହେବା ପର୍ଯ୍ୟନ୍ତ ରିଲିଜ୍ ହୋଇପାରିବ ନାହିଁ ‘ପିଏମ୍ ମୋଦି’

ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍ “ପିଏମ୍ ନରେନ୍ଦ୍ର ମୋଦି” ସିନେମା ଆସନ୍ତାକାଲି ରିଲିଜ୍ ହେବାକୁ ଥିବାବେଳେ ଏବେ ଏହି ଫିଲ୍ମକୁ ନିର୍ବାଚନ ଶେଷ ପର୍ୟ୍ୟନ୍ତ ରିଲିଜ୍ କୁ ରୋକ୍ ଲଗାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ କହିବାନୁସାରେ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ତଥା ଏହାର ଉଦେ୍ଧଶ୍ୟକୁ ପୁରଣ କରୁଥିବା କୌଣସି ନେତାଙ୍କ ତଥା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବା କ୍ଷମତା ରଖୁଥିବା ବାୟୋଗ୍ରାଫିକୁ ପ୍ରେକ୍ଷାଳୟ ତଥା କୌଣସି ଇଲେକ୍ଟ୍ରୋନିକ୍ ମିଡିଆରେ ପ୍ରସାରଣ କରାଯିବ ନାହିଁ । ବୁଧବାର ଦିଆଯାଇଥିବା ଆଦେଶରେ ନିର୍ବାଚନ ଆୟୋଗ ବାୟୋପିକ୍ ପିଏମ୍ ମୋଦି,ଏନଟିଆର୍ ଲକ୍ଷ୍ମୀ ଏବଂ ଉଦ୍ୟମା ସିମହମ୍ ଭଳି ସିନେମାକୁ ନିର୍ବାଚନ ପର୍ୟ୍ୟନ୍ତ ରୋକ ଲଗାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − one =