୧ କୋଟିରେ ନିଲାମ ହେଲା ପ୍ରଧାନମନ୍ତ୍ରୀଙ୍କ ଏହି ଜିନିଷ

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ୧ କୋଟି ଟଙ୍କାରେ ନିଲାମ ହୋଇଛି। ସୋମବାର ଅର୍ଥାତ୍‌ ୧୬ ସେପ୍ଟେମ୍ବରରେ ଇ-ନିଲାମି ଦ୍ୱାରା ବିକ୍ରି ହୋଇଥିବା ଏହି ଫଟୋର ମୂଳ ଦାମ୍‌ ଥିଲା ୫୦୦ ଟଙ୍କା। ଏହି ଫୋଟରେ ଗୁଜରାଟୀ ଭାଷାରେ ମୋଦିଙ୍କ ବାର୍ତ୍ତା ଲେଖାଯାଇଥିଲା।

ଇ-ନିଲାମ ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା, ଯାହାକି ୩ ଅକ୍ଟୋବର ପଯ୍ୟର୍ନ୍ତ ଚାଲିବ।

Share

Leave a Reply

Your email address will not be published. Required fields are marked *

fourteen − 11 =