ସୋସିଆଲ ମିଡିଆରେ ସାଂସଦଙ୍କ ଏହିସବୁ ଫଟୋ ଭାଇରାଲ

ଚର୍ଚ୍ଚାରେ ଟିଏମସିର ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜାହାଁ । ନୁସରତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଦୁର୍ଗା ପୂଜା ମଣ୍ଡପରେ ନୁସରତ ଓ ତାଙ୍କ ସ୍ବାମୀ ନିଖିଲ ଜୈନ ନଜର ଆସିଥିଲେ। ଫଟୋରେ ବହୁତ ସୁନ୍ଦର ଦେଖା ହେବା ସହ ନିଜ ସ୍ୱାମୀଙ୍କ ମୁଣ୍ଡରେ ସିନ୍ଦୁର ଲଗାଉଥିବାର ଦୃଶ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସୁଛି ।

Share

Leave a Reply

Your email address will not be published. Required fields are marked *

two × 2 =