ବଲିଉଡରେ କିପରି ଚୁମ୍ବନ ଦୁଶ୍ୟକୁ ଶୁଟିଂ କରାଯାଏ, ଜାଣିଲେ ହୋସ ଉଡିଯିବ

ବଲିଉଡ୍ ର ରଙ୍ଗିନ୍ ପରଦାରେ ଯଦି ଆଜି କାଲିର ସମୟ ରେ ଚୁମ୍ବନ ର ଦୁଶ୍ୟକୁ ଉପସ୍ଥାପନ କରା ନଯାଉଛି ତେବେ ତାହା ବକ୍ସ ଅଫିସ୍ରେ ହିଟ୍ ହେଉ ନାହିଁ । ଯେମିତିକି କେବଳ ଏହି ଚୁମ୍ବନ ଦୃଶ୍ୟ ବିନା ଚଳଚିତ୍ରର ଅର୍ଥ ହିଁ କିଛି ନାହିଁ। ଏହା ଖାଲି ଆମ ମତ ନୁହେଁ ଆଜ୍ଞା ଏହା ଖୋଦ୍ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମାନଙ୍କର ମତା ମତ । ବେଳେ ବେଳେ ଆମ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଯେ ଏହି ଚୁମ୍ବନ ଦୃଶ୍ୟକୁ ଏତେ ସହଜରେ ଚଳଚିତ୍ର ର ନାୟକ ଓ ନାୟିକା କିପରି କରି ପାରନ୍ତି?

ଆମେ ଆଜି ଆପଣ ଙ୍କୁ କହୁଛୁ ସୁପର୍ ଷ୍ଟାର୍ ସଲ୍ମାନ୍ ତାଙ୍କ ଅଭିନିତ ସିନେମା ‘ ମେନେ ପ୍ୟାର୍ କିୟା’ ରେ ଅଭିନେତ୍ରୀ ଭାଗ୍ୟ ଶ୍ରୀ ଙ୍କ ସହ ଚୁମ୍ବନ କରିବାର ସିନ୍ କୁ ଖୋଲା ଖୋଲି କରିବା ପାଇଁ ମନା କରି ଦେଇଥିଲେ ।

ଭାଗ୍ୟଶ୍ରୀ ମଧ୍ୟ ଏଥିପାଇଁ ସଲ୍ ମନ୍ ଙ୍କ ସହିତ ଚୁମ୍ବନ ର ଦୁଶ୍ୟକୁ ଶୁଟିଂ କରିବା ପାଇଁ ମନା କରିଦେଇ ଥିଲେ, ସେଥିପାଇଁ ନିର୍ଦ୍ଦେଶକ ଉଭୟ ହିରୋ ଏବଂ ହିରୋଇନ୍ ଙ୍କ ମଝିରେ ଏକ ଦର୍ପଣ ରଖି ଦୁହିଁଙ୍କୁ ଏଥିରେ ଚୁମ୍ବନ କରିବାକୁ କହିଥିଲେ , ତେବେ ଯାଇ ଦୁହିଁଙ୍କର ଚୁମ୍ବନ କରିବାର ଦୁଶ୍ୟକୁ ଫିଲ୍ମ ରେ ଦର୍ଶାଯାଇ ପାରିଥିଲା ।

Share

Leave a Reply

Your email address will not be published. Required fields are marked *

four × three =