ପ୍ରଥମ ଦିନରେ ୩.୧୫ ଲକ୍ଷ

ମୁମ୍ବାଇ ()  ଗତକାଲି ରିଲିଜ ହୋଇଛି ହୋଇଛି ଫିଲ୍ମ ଜବରିୟା ଯୋଡି । ଏହି ଫିଲ୍ମରେ ପରିଣିତି ଚୋପ୍ରା ଏବଂ ସିର୍ଦ୍ଧାର୍ଥ ରେମାନ୍ସ ଦେଖିବାକୁ ମିଳିଛି । ଫିଲ୍ମରେ ଜବରଦସ୍ତ କମେଡି ସହ ସାମାଜିକ ପ୍ରସଙ୍ଗର ଚିତ୍ର ଫ୍ୟାନ୍ସଙ୍କ ଦୃଷ୍ଟିକେନ୍ଦ୍ରୀତ କରିଛି । ତେବେ ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ବକ୍ସ ଅଫିସ୍ ଇଣ୍ଡିଆ ଅନୁସାରେ ଫିଲ୍ମ ପ୍ରଥମ ଦିନରେ ୩.୧୫ ଲକ୍ଷ ବ୍ୟବସାୟ କରିଛି । ଫିଲ୍ମର ବଜେଟ ତୁଳନାରେ ଏହାର ଓପୋନିଙ୍ଗ ଭଲ ରହିଛି । ଜି ମ୍ୟୁଜିକର ବ୍ୟାନରରେ ଫିଲଦମର ମ୍ୟୁଜିକ ଲଂଚ୍ କରାଯାଇଛି । ଏଥିରେ ସମୁଦାୟ ୬ଟି ଗୀତ ରହିଛି । ଏଥିରୁ ୨ଟି ରାମାଣ୍ଟିକ୍, ୧ସ୍ୟାଡ୍, ୧ ମସ୍ତିବାଲା, ଓ ୧ଟି ଆଇଟମ ଗୀତ ରହିଛି ।

Share

Leave a Reply

Your email address will not be published. Required fields are marked *

eight − five =