ରିଲିଜ ହେଲା ହାଉସଫୁଲ ୪ର ଟ୍ରେଲର, ଦେଖନ୍ତୁ ଭିଡିଓ …

ମୁମ୍ବାଇ () ହାଉସଫୁଲ ୪ର ଟ୍ରେଲର ରିଲିଜ୍ ହୋଇଛି। ୨୦୧୦ରେ ଆରମ୍ଭ ହୋଇଥିବା ହାଉସଫୁଲ ଫ୍ରାନଚାଇଜର ଏହା ଚତୁର୍ଥ ଫିଲ୍ମ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ, ରାଣା ଦଗୁବତୀ, କୃତି ସେନନ, କୃତି ଖରମ୍ବଦା ଓ ପୂଜା ହେଗଡେ ଅଛନ୍ତି।

ଫିଲ୍ମରେ ନବାଜୁଦ୍ଦୀନ ସିଦ୍ଦୀକି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ତେଣୁ ଏଥର ଦୀପାବଳି ହାପି ୱାଲା ହେବ ବୋଲି ସମସ୍ତେ କହୁଛନ୍ତି।ତେବେ ହାଉସଫୁଲ ୪, ଅକ୍ଟୋବର ୨୫ରେ ରିଲିଜ୍ ହେବାକୁ ଯାଉଛି।

 

Share

Leave a Reply

Your email address will not be published. Required fields are marked *

9 − 9 =