ଏହି ୩ ସାଉଥ ଅଭିନେତ୍ରୀଙ୍କ ଫିଗର ବହୁତ ହଟ ଜାଣନ୍ତୁ …

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିବା ଅଭିନେତ୍ରୀ ସାଉଥ ଇଣ୍ଡଷ୍ଟ୍ରି ବ୍ୟତୀତ ସମଗ୍ର ବିଶ୍ବରେ ମଧ୍ୟ ବେଶ ପପୁଲାର। ସାଉଥ ଜଗତର ଅନେକ ଅଭିନେତ୍ରୀ ବଲିଉଡରେ ମଧ୍ୟ କାମ କରିଛନ୍ତି। ସମଗ୍ର ବିଶ୍ବରେ ସାଉଥ ଫିଲ୍ମ ଦେଖିବା ପାଇଁ ଦର୍ଶକ ପାଗଳ ଥାନ୍ତି।ତେବେ କିଛି ଅଭିନେତ୍ରୀ ନିଜ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସାଉଥ ଅଭିନେତ୍ରୀଙ୍କର ଅଗଣିତ ଫ୍ୟାନ ଅଛନ୍ତି।

୧ କାଜଲ ଅଗ୍ରୱାଲ
ସାଉଥ ଫିଲ୍ମ ଜଗତର ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଅଭିନୟ ଓ ଜଲୱା ଦ୍ବାରା ଅନେକ ଦର୍ଶକଙ୍କୁ ଆକର୍ଷିତ କରନ୍ତି। କାଜଲଙ୍କ ସେକ୍ସି ମୁଭ୍ସ ପାଇଁ ଦଶର୍କ ତାଙ୍କ ଫିଲ୍ମ ଦେଖିବା ଅଧିକ ପସନ୍ଦ କରନ୍ତି। ତେଲୁଗୁ ସହ ସେ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

୨ ତମନ୍ନା ଭାଟିଆ
ସାଉଥ ଫିଲ୍ମ ଜଗତର ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତମନ୍ନା ଭାଟିଆ । ଏହି ଅଭିନେତ୍ରୀ ତେଲୁଗୁ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବ୍ଲକ୍ବଷ୍ଟର ଫିଲ୍ମ ବାହୁବଳୀର ୨ଟି ସିରିଜ୍ରେ ଅଭିନୟ କରି ସେ ଅଧିକ ଚର୍ଚ୍ଚାରେ ଆସିଥିଲେ। ତମନ୍ନା ତାଙ୍କ ଫିଗର ପାଇଁ ଅଧିକ ଆକର୍ଷଣୀୟ ଲାଗନ୍ତି।

୩ ହଂସିକା ମୋଟୱାନୀ
ଏହି ଅଭିନେତ୍ରୀ ଦେଖିବାକୁ ଯେମିତି ତାଙ୍କ ଫିଟ୍ନେସ ମଧ୍ୟ ସେମିତି। ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ନାମି ଦାମି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଂସିକା ମୋଟୱାନୀ।ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ହଂସିକା ।

Share

Leave a Reply

Your email address will not be published. Required fields are marked *