ସ୍ତ୍ରୀର କେଉଁ ଅଙ୍ଗ ପବିତ୍ର ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଗୋଟିଏ ନାରୀର ଶକ୍ତି ବା ଭାବନାକୁ ବୁଝିବା ବହୁ କଷ୍ଟକର କଥା । ରୁଷିମୁନୀଙ୍କ କହିବାନୁସାରେ ଜଣେ ବ୍ରାହ୍ମଣ ଙ୍କ ଗୋଡ ପବିତ୍ର ହୋଇଥାଏ ଓ ଘୋଡାର ମୁହଁ ପବିତ୍ର ହୋଇଥାଏ ସେହିପରି ଜଣେ ମହିଳାଙ୍କ ସମସ୍ତ ଅଙ୍ଗ ପବିତ୍ର ହୋଇଥାଏ । ଗୋଟିଏ ନାରୀର କୌଣସିବି ଅଙ୍ଗ ଅପବିତ୍ର ହୋଇନଥାଏ । ନାରୀର ସମସ୍ତ ଅଙ୍ଗ ପବିତ୍ର ହୋଇଥାଏ ।
ଉଦାହରଣ ହେଲା କେରଳ ରାଜ୍ୟ । ଏହି ରାଜ୍ୟରେ ନାରୀ ମାନଙ୍କୁ ପୂଜା କରାଯାଏ ଖାଲି ସେତିକି ନୁହେଁ କେରଳ ରାଜ୍ୟର ପୁରୁଷ ମାନେ ନିଜ ସ୍ତ୍ରୀଙ୍କ ପାଦ ମଧ୍ୟ ଛୁଇଁଥାନ୍ତି । ନର୍ଥ ଇଣ୍ଡିଆରେ ଏପରି କାମ କୁ ପାପ ବୋଲି କୁହଯାଏ ହେଲେ କେରଳରେ ଏହାକୁ ପୁଣ୍ୟ ବୋଲି କୁହାଯାଏ । ସେଥିପାଇଁ କେରଳକୁ ଶିକ୍ଷିତ ରାଜ୍ୟ କୁହାଯାଏ ।

Share

Leave a Reply

Your email address will not be published. Required fields are marked *

eighteen + 17 =