ଦର୍ଶକଙ୍କ ପ୍ରଥମ ସର୍ଚ୍ଚରେ ଏହି ଅଭିନେତ୍ରୀ…

ଆଧୁନିକ ଯୁଗରେ ଲୋକଙ୍କ ପାଇଁ ଆବଶ୍ୟକ ଏବଂ ସାହାଯ୍ୟ କରିଥାଏ ଗୁଗୁଲ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଏହି ଆପ୍କୁ ବ୍ୟବହାର କରିଥାନ୍ତି । ହେଲେ ୧୦୧୮ରେ ଲୋକମାନେ ସବୁଠାରୁ ଅଧିକ ସର୍ଚ୍ଚ କରିଛନ୍ତି ସନି ଲେଓନିଙ୍କୁ । ଦ୍ୱିତୀୟ ସ୍ଥାନରେ ସଲମାନ ଖାନ ରହିଛନ୍ତି । ଲୋକମାନେ ସନି ଲେଓନିଙ୍କ ବିଷୟରେ ଅଧିକ ଜାଣିବାକୁ ପସନ୍ଦ କରୁଛନ୍ତି । ଛୋଟରୁ ବଡ ସମସ୍ତ ଲୋକଙ୍କ ଗୁଗୁଲ ଆପରେ ସନି ଲେଓନିଙ୍କୁ ସର୍ଚ୍ଚ କରାଯାଉଛି ।
ସନି ଲେସନିଙ୍କ ଜୀବନ ବିଷୟରେ ଲୋକେ ଅଧିକ ସର୍ଚ୍ଚ କରିବା ସହ କାଙ୍କୁ ଅଧିକ ମାତ୍ରାରେ ଲୋକ ପସନ୍ଦ କରୁଛନ୍ତି । ସନି ତାଙ୍କ ଜୀବନ ଯାତ୍ରା ବିପି ଫିଲମରୁ ଆରମ୍ଭ କରିଥିଲେ । ହେବେ ଏବେ ସେ ବଲିଉଡର ଜଣେ ଆଗଧାଡିର ନାୟୀକା । ସେ ଅନେକ ଚ୍ଚଳଚ୍ଚିତ୍ର କରି ଲୋକମାନଙ୍କ ମନରେ ରାଜ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + thirteen =