୩୬ ବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ହେମା

ମୁମ୍ବାଇ() ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’ । ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା ରାଜ କୁମାର୍ ରାଓଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳଛି।

ରାଜକୁମାର ଏବଂ ହେମାଙ୍କ ବ୍ୟତୀତ ଏହି ଫିଲ୍ମରେ ରକୁଲ ପ୍ରୀତ୍ ନଜର ଆସଛନ୍ତି। ଏହି ଫିଲ୍ମଟିର ଶୁଟିଂ ୨୦୧୪ ମସିହାରୁ ସରିଲାଣି। ହେଲେ କୌଣସି କାରଣରୁ ଏହା ରିଲିଜ ହୋଇପାରି ନ ଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମଟି ୫ ବର୍ଷ ପରେ ଶୁକ୍ରବାର ପରଦାକୁ ଆସିଛି।ା

Share

Leave a Reply

Your email address will not be published. Required fields are marked *

3 × one =