ହଟ ଓ ବୋଲ୍ଡ ସିନ ଦେଇ ଚମକାଇ ଦେଲେ ଶକ୍ତି,ଦେଖନ୍ତୁ ଫଟୋ

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡରେ ନିଜ ଅଭିନୟ ବା କମେଡି ଦ୍ୱାରା ସମସ୍ତଙ୍କ ମନ କିଣିନେଇଥିବା ଅଭିନେତା ଶକ୍ତି କପୁର । ଆଜି ଶକ୍ତି ନିଜ ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ୬୭ ବୟସରେ ସମସ୍ତେ ବାପା ଓ ଦାଦା ରୋଲ କରିଥାନ୍ତି । କିନ୍ତୁ ଶକ୍ତି କପୁର ୬୭ ବୟସରେ ହଟ ଆଉ ବୋଲ୍ଡ ସିନେମା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସୋସିଆଲ ମିଡିଆର ସେନନ୍ସେସନ ପୁନବ ପାଣ୍ଡେଙ୍କ ସହ ଶକ୍ତି ସିନେମା କରିବା ସହ ଅନେକ ବୋଲ୍ଡ ସିନ ମଧ୍ୟ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ କି ଶକ୍ତି କପୁର ପୂର୍ବରୁ କାଷ୍ଟିଙ୍ଗ କାଉଚ ଭଳି ଆରୋପର ଶିକାର ମଧ୍ୟ ହୋଇସାରିଛନ୍ତି ।

୩ ସେପ୍ଟମ୍ବର ୧୯୫୨ରେ ଶକ୍ତି କପୁର ଜନ୍ମଗ୍ରହଣ କରିଥିଲେ । ଶକ୍ତି କପୁରଙ୍କ ନାଁ ପୂର୍ବରୁ ସୁନିଲ ଶିକନ୍ଦରଲାଲ କପୁର ଥିଲା । ଶକ୍ତି ନିଜ ନାଁ ତାଙ୍କ ପ୍ରଥମ ସିନେମା ପରେ ବଦଳାଇ ଦେଇଥିଲେ । ତାଙ୍କ ପ୍ରଥମ ସିନେମା ‘ଶକ୍ତି’ରେ ତାଙ୍କୁ ଭିଲିଆନ ରୋଲ ମିଳିଥିଲା । ତାପରେ ଶକ୍ତି କପୁର ନିଜ ନାଁ ବଦଳାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twelve + three =