ପ୍ରେମ ପାଇଁ ଚର୍ଚ୍ଚାରେ ଗୀତା ମା’

ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା ମା’ ଓରଫ୍ ଗୀତା କପୁର୍। ନିଜ ଲଭ୍ ଲାଇଫ୍କୁ ନେଇ ସେ ଏବେ ଚର୍ଚ୍ଚାରେ। ୪୫ ବର୍ଷୀୟା ଗୀତାଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି ବୋଲି ଚର୍ଚ୍ଚା ହେଉଛି ।
ଜାଣିଛନ୍ତି, ଗୀତା କାହାକୁ ଡେଟ୍ କରୁଛନ୍ତି ?
ସୋଶାଲ୍ ମିଡିଆରେ ଗୀତା ଓ ରାଜୀବ୍ଙ୍କର କିଛି ଫଟୋ ଭାଇରାଲ୍ ହେବା ପରେ ଏବେ ବି’ଟାଉନରେ ଏହି ଯୋଡ଼ିକୁ ନେଇ ଚର୍ଚ୍ଚା ଜମିଛି। କିନ୍ତୁ ଗୀତା ଓ ରାଜୀବ ଏ ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ।
ସେପଟେ ଏକ ସାକ୍ଷାତକାରରେ ରାଜୀବ୍ କହିଛନ୍ତି , ‘ଆମେ କେବଳ ଭଲ ସାଙ୍ଗ। ଆମ ଦୁହିଁଙ୍କ ମଧ୍ୟରେ କୌଣସି ରୋମାଣ୍ଟିକ୍ ରିଲେସନ୍ଶିପ୍ ନାହିଁ। ଆମେ ବହୁତବର୍ଷ ହେଲା ପରସ୍ପରକୁ ଜାଣିଛୁ। ଯଦି ଲଭ୍ ରିଲେସନ୍ ଥାନ୍ତା, ତାହେଲେ ତା’ର ସୂଚନା ବହୁ ପୂର୍ବରୁ ମିଡିଆରେ ଆସିଯାଇଥାନ୍ତା।

Share

Leave a Reply

Your email address will not be published. Required fields are marked *

seven − 4 =