ଏହି ଦୁଇ ହଟ ଅଭିନେତ୍ରୀଙ୍କ ସହ କିସ ସୀନ କରିବା ପାଇଁ ମନା କଲେ ଇମରାନ

ମୁମ୍ବାଇ() ବଲିଉଡ ଅଭିନେତା ଇମରାନ ହାସମୀ  ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଫିଲ୍ମକୁ ହିଟ କରିବା ପାଇଁ ସେ ଅନେକ ଥର କିସ ସୀନ ମଧ୍ୟ ଦେଇଛନ୍ତି । ତାସହ ଇମରାନଙ୍କୁ କିସିଙ୍ଗ କିଙ୍ଗ ମଧ୍ୟ କୁହାଯାଏ । ହେଲେ ନିକଟରେ ଇମରାନ ୨ଜଣ ଅଭିନେତ୍ରୀଙ୍କ ସହ କିସ ସୀନ କରିବାକୁ ମନା କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ ଆଉ କିସ ସୀନ ମନା କରିବାର କାରଣ …
– ଅଭିନେତ୍ରୀ ଜରିନ ଖାନ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ସେ ସଲମାନ ଖାନଙ୍କ ସହ ଫିଲ କରି କ୍ୟାରିଅର ଆରମ୍ଭ କରିଥିଲେ । ଜରିନ ଖାନ ଇମରାନ ହାସମୀଙ୍କ ଜଣେ ଭଲ ବନ୍ଧୁ ସେଥିପାଇଁ ଇମରାନ ଜରିନଙ୍କ ସହ କିସ ସୀନ କରିବା ପାଇଁ ମନା କରିଥିଲେ ।
– ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ କମ ବୟସରେ ନିଜ ନାଁ ବଲିଉଲ ଜଗତରେ ଲେଖିସାରିଛନ୍ତି । ସେ ନିଜ ଫିଲ୍ମ ପାଇଁ ଅନେକ ଥର ଆୱାର୍ଡ ମଧ୍ୟ ପାଇସାରିଛନ୍ତି । ହେଲେ ଆଲିଆ ସମ୍ପର୍କରେ ଇମରାନଙ୍କ ଭଉଣୀ ହେବେ ସେଥିପାଇଁ ଇମରାନ ଆଲିଆଙ୍କ ସହ କିସ ସୀନ କରିବା ପାଇଁ ମନାକରିଛନ୍ତି ।
Share

Leave a Reply

Your email address will not be published. Required fields are marked *

19 − 13 =