ନାମାଙ୍କନ ଦାଖଲ କଲେ ଅନୁଭବ ମହାନ୍ତି

ନାମାଙ୍କନ ଦାଖଲ କଲେ ଅନୁଭବ ମହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ମନୋନୟନପତ୍ର ଦାଖଲ କରିଛନ୍ତି। ଏତିକିବେଳେ ତାଙ୍କ ପାଖରେ ଉପସ୍ଥିତ ଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

ଆଜି ନିଜ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ବାହିରିଥିଲେ ଅନୁଭବ। ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ରୋଡ୍ ସୋରେ ଆସିଥିଲେ।

Share

Leave a Reply

Your email address will not be published. Required fields are marked *

twelve + eleven =