କଳିଯୁଗର ଦ୍ରୌପଦୀ

ଉତ୍ତରାଞ୍ଚଳ() ମହାଭାରତର ଦ୍ରୌପଦୀଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଥାନ୍ତି । ୫ଜଣ ବ୍ୟକ୍ତିଙ୍କ ସହ ଦ୍ରୌପଦୀଙ୍କ ବିବାହ ମହାଭାରତର ମୁଖ୍ୟ ଘଟଣା ଥିଲା । ଜଣେ ଯୁବତୀ କିପରି ୫ଜଣ ପୁରୁଷଙ୍କୁ ବିବାହ କରିପାରିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠେ । ତେବେ ଖାଲି ମହାଭାରତରେ ନୁହେଁ କଳିଯୁଗରେ ମଧ୍ୟ ଜଣେ ଦ୍ରୌପଦୀ ଅଛନ୍ତି । ଯେ କି ୫ ବାଇଙ୍କୁ ବିବାହ କରି ବେଶ ଖୁସିରେ ଜୀବନ କାଟୁଛନ୍ତି ।

ଉତ୍ତରାଞ୍ଚଳରେ ରହୁଥିବା ରଜ୍ଜୋ ନାମ୍ନୀ ଜଣେ ଯୁବତୀ ଗୋଟିଏ ପରିବାରର ୫ଜଣ ଭାଇଙ୍କୁ ବିବାହ କରିଛନ୍ତି।ଉତ୍ତରାଞ୍ଚଳର ଡେହରାଡୁନରେ ଥିବା ଏକ ଗାଁରେ ପରମ୍ପରା ରହିଛି ଯେ ଜଣେ ଯୁବତୀଙ୍କୁ ପରିବାରର ସମସ୍ତ ଯୁବକଙ୍କ ସହ ବିବାହ କରାଯାଇଥାଏ। ଏହି ପରମ୍ପରା ଅନେକ ଦିନରୁ ଚାଲିଆସିଛି।ରଜ୍ଜୋଙ୍କ ସମସ୍ତ ଭାଇ ଶାରିରୀକ ସମ୍ପର୍କ ରଖିଥାଆନ୍ତି। ଭିନ୍ନ ଭିନ୍ନ ଦିନ ଏହି ଭାଇମାନେ ରଜ୍ଜୋଙ୍କର ସହ ଶାରିରୀକ ସମ୍ପର୍କ ରକ୍ଷା କରିଥାଆନ୍ତି।

Share

Leave a Reply

Your email address will not be published. Required fields are marked *

one × 1 =