ବିକିନି ପିନ୍ଧା ଫଟୋ ପୋଷ୍ଟ କଲେ ଦିଶା

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି । ଦିଶାଙ୍କ ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ବେଶ ପ୍ରଂଶସା କରିଛନ୍ତି । ଲାଇକ ଓ କମେଣ୍ଟ ମଧ୍ୟ ଦେଇଛନ୍ତି । ସେପଟେ ବୟଫ୍ରେଣ୍ଡ ଟାଇଗର ସ୍ରଫଙ୍କ ମା ତ୍ତ୍ୱ ଭଉଣୀ ମଧ୍ୟ ତାଙ୍କର ଏହି ଫଟୋରେ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

seven + six =