ଏହି ଅଭିନେତ୍ରୀଙ୍କ ପ୍ରାଇଭେଟ ଫଟୋ ହେଲା ଭାଇରାଲ

ମୁମ୍ବାଇ () ଅଭିନେତ୍ରୀ ଡେମି ଲୋବେଟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଛି । ହ୍ୟାକ କରିବା ପରେ ହ୍ୟାକର୍ସ ତାଙ୍କର କିଛି ନ୍ୟୁଡ ଫଟୋ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଦ ବ୍ଲାଷ୍ଟ ମାଗାଜିନ ଅନୁସାରେ ନିକଟେରେ ସାଇବର ଟ୍ରୋଲ୍ସ ଡେମିଙ୍କ ସ୍ନାପଚାଟ୍ ହ୍ୟାକ୍ କରିଥିଲେ। ଏହା ପରେ ହ୍ୟାକର୍ସ ଅଭିନେତ୍ରୀଙ୍କର ଅନେକ ବ୍ୟକ୍ତିଗତ ଫଟୋ ସର୍ବ ସାଧାରଣରେ ପୋଷ୍ଟ କରିଛନ୍ତି। ସ୍ନାପଚାଟ ହ୍ୟାକ ହେବା ପରେ ଏହି ଫଟୋ ଅପଲୋଡ ହୋଇଥିଲା।

ଏହା ଭାଇରାଲ ହେବାର କିଛି ସମୟ ମଧ୍ୟରେ ଷ୍ଟାରଙ୍କ ପବ୍ଲିସିଟି ଟିମ୍ ତୁରନ୍ତ ଏହି ଫଟୋ ଡିଲିଟ କରିବା ଆରମ୍ଭ କରିଥିଲେ। ଏବେ ସବୁ ଖରାପ ଫଟୋ ଡିଲିଟ କରାଯାଇଛି।

Share

Leave a Reply

Your email address will not be published. Required fields are marked *

2 × two =