ଦୀପିକା ପାଡୁକନଙ୍କ ex boyfriendଙ୍କୁ ବିବାହ କରିବେ ଏହି singer, ଜାଣନ୍ତୁ…

ପୁଣି ଚର୍ଚ୍ଚାରେ ଦୀପିକା ପାଡୁକନ । କିଛି ଦିନ ପୂର୍ବରୁ ସେ ବିବାହ କରି ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ଅଛନ୍ତି । ହେଲେ ଏଥର ସେ ନିଜ ବିବାହ ପାଇଁ ଚର୍ଚ୍ଚାରେ ନୁହେଁ ତାଙ୍କ ପୁରୁଣା ପ୍ରେମିକଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପିକାଙ୍କ ପୁରୁଣା ପ୍ରେମିକ ନିହାର ପାଣ୍ଡ୍ୟା ଏବେ ତାଙ୍କର ଗାୟୀକା ବାନ୍ଧବୀ ନିତି ମୋହନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିହାର-ନିତି ୪ ବର୍ଷ ହେଲା ପରସ୍ପର ମଧ୍ୟରେ ଡେଟ୍ କରୁଛନ୍ତି । ପୂର୍ବରୁ ଦୀପିକା ଓ ନିହାର ୩ ବର୍ଷ ପ୍ରେମ ସମ୍ପର୍କରେ ଥିଲେ ହେଲେ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।
କପିଲଶର୍ମା ସୋ’ ରେ ନିହାର ଓ ନିତି ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି । ସେମାନେ ୧୪ ଫେବୃଆରୀ ୨୦୧୯ରେ ବିବାହ କରିବେ । ନିହାର ମଣିକର୍ଣ୍ଣିକାରେ ଡେବୁ୍ୟ କରିଥିବା ବେଳେ ନିତି ବଲିଉଡର ଜଣେ ଆଗ ଧାଡିର ସିଙ୍ଗର ।

Share

Leave a Reply

Your email address will not be published. Required fields are marked *

2 + 2 =