ଜାଣନ୍ତୁ ବିଶ୍ୱର କେଉଁ ପଶୁର କ୍ଷୀର ସବୁଠାରୁ ମହଙ୍ଗା

ଭୁବନେଶ୍ୱର() ସାରା ବିଶ୍ୱରେ କ୍ଷୀରର ଚାହିଦା ଅଧିକ । ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ସମସ୍ତେ କ୍ଷୀର ପାନ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି ବିଶ୍ୱରେ ସବୁଠାରୁ କେଉଁ ପଶୁର କ୍ଷୀର ମହଙ୍ଗା ? ତେବେ ଆସନ୍ତୁ ଜାଣିବା …

ବିଶ୍ୱରେ ସିଂହିର କ୍ଷୀର ଦାମ ସବୁଠାରୁ ଅଧିକ । କାରଣ ସିଂହି କ୍ଷୀରରୁ ବହୁ ପ୍ରକାର ଔଷଧ ତିଆରି ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

7 − 3 =