ନିଜର ଅଧା ବୟସ ଯୁବତୀଙ୍କ ସହ ବିବାହ କରିଛନ୍ତି ଏହି ମୁଖ୍ୟମନ୍ତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀଙ୍କ ପତ୍ନୀଙ୍କ ବୟସ । କନ୍ନଡ ପିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଧିକାଙ୍କୁ କୁମାର ସ୍ବାମୀ ବିବାହ କରିଛନ୍ତି।

ସୂଚନାଅନୁସାରେ() କୁମାର ସ୍ବାମୀ ୨ ଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ଦୁଇଜଣ ପତ୍ନୀଙ୍କ ବୟସରେ ବହୁ ପାର୍ଥକ୍ୟ ରହିଛି। ପ୍ରଥମ ପତ୍ନୀ ଅନିତା ୧୯୫୯ ମସିହା ଡିସେମ୍ବର ୧୬ ତାରିଖରେ ଜନ୍ମ ହୋଇଥିଲେ। ଏବେ ଅନୀତାଙ୍କ ବୟସ ୫୯ ବର୍ଷ। ସେହିପରି ଦ୍ବିତୀୟ ପତ୍ନୀ ରାଧିକା ୧୯୮୬ ମସିହା ନଭେମ୍ବର ମାସରେ ଜନ୍ମ ହୋଇଥିଲେ । ଏବେ ରାଧିକାଙ୍କ ବୟସ ମାତ୍ର ୩୨ ବର୍ଷ। ହେଲେ ୧୯୫୯ ମସିହା ଡିସେମ୍ବର ମାସରେ କୁମାର ସ୍ବାମୀ ଜନ୍ମ ହୋଇଥିଲେ। ଏବେ କୁମାର ସ୍ବାମୀଙ୍କ ବୟସ ୫୯ ବର୍ଷ। ରାଧିକାଙ୍କ ଠାରୁ କୁମାର ସ୍ବୀମୀ ୨୭ ବର୍ଷ ବଡ଼।

ଦୀର୍ଘ ଦିନଧରି ରାଧିକାଙ୍କ ସହ ତାଙ୍କର ଆଫେୟାର ଥିଲା। ଏମାନଙ୍କ ଆଫେୟାର ସଂପର୍କରେ କେହି ଜାଣି ନଥିଲେ। ଦ୍ବିତୀୟ ପତ୍ନୀ ଭାବେ ରାଧିକାକୁ କୁମାର ସ୍ବାମୀ ଗ୍ରହଣ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

9 + seventeen =