ରିଲିଜ୍ ହେଲା ‘ଛବିରାଣୀ’

ରିଲିଜ୍ ହେଲା ‘ଛବିରାଣୀ’।ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ଅଛି। ଅଶି ଦଶକର ଚର୍ଚ୍ଚିତ ହତ୍ୟାକାଣ୍ଡ ଛବିରାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅମନ୍, ଚନ୍ଦ୍ରାଣୀ, ସିଦ୍ଧାନ୍ତ, ଅନୁ ଚୌଧୁରୀ। ଏହି ୪ଜଣଙ୍କ ବ୍ୟତୀତ ଫିଲ୍ମରେ ବାବୁ ପ୍ରଧାନ, ସନ୍ଦୀପ ପାଣି, ମିଟୁ ମିଥୁନ ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ୍।

Share

Leave a Reply

Your email address will not be published. Required fields are marked *

three × 5 =