ହଟ ଲୁକ ଫେରିପାଇବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ହଟ୍ ନାୟିକା ବିପାଶା ବସୁ ତାଙ୍କ ବିଗିନିଙ୍ଗ ଡେଜ୍ କୁ ଖୁବ୍ ମିସ୍ କରୁଥିବା ଅନୁଭବ ହେଉଛି। କାରଣ ବିପାଶା ତାଙ୍କ ଇଂଷ୍ଟା ପେଜରେ ୨୦ ବର୍ଷ ପୂର୍ବର ହଟ୍ ବିକନୀ ପୋଷ୍ଟର୍ସ ଅପଲୋଡ କରିବା ସହ ପୁଣି ସେହି ଦିନକୁ ଫେରିବାର ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି।

ବିପାଶା କରଣ ସିଂହଙ୍କୁ ବିବାହ କରି ପର୍ଦ୍ଦାରୁ ନିଜକୁ ଦୂରେଇ ନେଇଛନ୍ତି। ହେଲେ ଫ୍ୟାନଙ୍କଠାରୁ ନିଜକୁ ଦୂରେଇ ପାରିନାହାନ୍ତି ବିପାଶା। ଏଥିପାଇଁ ସେ ଇଂଷ୍ଟାରେ ଅପଡେଟ ରହିବା ସହ ପ୍ରାୟ ନୂଆ ନୂଆ ଫଟୋ ଅପଲୋଡ କରୁଛନ୍ତି। ତେବେ ନିକଟରେ ସେ ଅପଲୋଡ କରିଥିବା କିଛି ଫଟୋରୁ ତାଙ୍କ ଅତୀତକୁ ମିଶ୍ କରୁଥିବା ଅନୁମାନ କରାଯାଉଛି। ବଲିଉଡ୍ ରେ ଏକଦା ବିପାଶା ହଟ୍ ଆକ୍ଟ୍ରିସଙ୍କ ମଧ୍ୟରେ ପରିଗଣିତ ହେଉଥିଲେ। ତାଙ୍କର ୱେଲ ଟୋନଡ୍ ଫିଗର ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ଥିଲା। ଏଣୁ ତାଙ୍କୁ ଡସ୍କି ବ୍ୟୁଟି ବୋଲି ମଧ୍ୟ କହୁଥିଲେ ଫ୍ୟାନ୍।

Share

Leave a Reply

Your email address will not be published. Required fields are marked *

9 + 8 =